Learn odia Present Tense (ବର୍ତ୍ତମାନ କାଳ)

 Learn odia 

ବର୍ତ୍ତମାନ କାଳ (Present tense)

                   Does / Do (ଡୁଜ୍ /ଡୁ) 

1.ମନୀଷ - ତୁମେ ଇଂରାଜୀ ପଢ଼ କି? (Manisa-tume engaraji padha ki?) 

Manish -Do you study English? (ମନୀଷ୍ -ଡୁ ୟୁ ଷ୍ଟୁଡି ଇଂଗ୍ଲିସ୍?) 

2.ଶ୍ୟାମଳ- ହଁ। (Saymala-hnn) 

Shyamal - yes, I do. (ଶ୍ୟାମଲ୍- ୟେସ୍, ଆଇ ଡୁ।) 

3.ମନୀଷ - ଲତା ତୁମ ଘରକୁ ଆସେ କି? (Manisa -Lata tuma gharaku aase ki?) 

Manish - Does Lata come to your house? (ମନିଷ୍ -ଡୂଜ୍ ଲତା କୋମ୍ ଟୁ ୟୋର୍ ହୋଉସ୍?) 

4.ଶ୍ୟାମଳ - ହଁ, ସେ କେବେ କେବେ ଆସେ। (Saymala-hnn, se kebe kebe aase.) 

Shyamal-Yes, she comes sometimes. (ଶ୍ୟାମଲ୍ -ୟେସ୍, ସୀ କୋମସ୍ ସୋମ୍ ଟାଇମସ୍ ।)

5.ମନୀଷ-ଅନ୍ୟ ସାଙ୍ଗମାନେ ତୁମ ପାଖକୁ ଆସନ୍ତି କି? (Manisa-anya sangamane tuma pakhaku aasanti ki?) 

Manish -Do other friends also come to you? (ମନିଷ୍ -ଡୁ ଓଦର୍ ଫ୍ରେଣ୍ଡସ୍ ଆଲ୍ ସୋ କୋମ୍ ଟୁ ୟୁ?) 

6.ଶ୍ୟାମଳ - ହଁ, ସେମାନେ ମଧ୍ୟ ଆସନ୍ତି। (Saymala-hnn, semane madhya aasanti.) 

Shyamal -Yes, they do. (ଶ୍ୟାମଲ୍ - ୟେସ୍, ଦେଏ ଡୁ।) 

7.ମନୀଷ - ତୁମେ ମୁମ୍ବାଇରେ ରୁହକି ? (Manisa -tume mumbai re ruhaki?)

Manish -Do you stay in Mumbai? (ମନିଷ୍ -ଡୁ ୟୁ ଷ୍ଟେଏ ଇନ୍ ମୁମ୍ବାଇ?) 

8.ଶ୍ୟାମଳ - ନାହିଁ, ମୁଁ କୋଲକତାରେ।(Sayamala -nahi, mun kolakatare.)  

Shyamal - No, I stay in Kolkata.(ଶ୍ୟାମଲ୍ -ନୋ, ଆଇ ଷ୍ଟେଏ ଇନ୍ କୋଲ୍ କାତା।)  


        Is/Are/Am(ଇସ୍, ଆର୍, ଆମ୍)

9.ବାଳା-ଏହି ବହିଟି ତୁମର ଦରକାର କି? (Bala-ahi bahi ti tumara darakara ki?) 

Bala - Is this the book you are looking for? (ବାଲା -ଇସ୍ ଦିସ୍ ଦି ବୁକ୍ ୟୁ ଆର୍ ଲୂକିଙ୍ଗ୍ ଫୋର୍?) 

10.ମଧୁ-ହଁ, ଏହି ବହିଟି ମୋର ଦରକାର। (Madhu - Hnn, ahi bahi ti mora darakara.) 

Madhu - Yes, this is it.(ମଧୁ-ୟେସ୍, ଦିସ୍ ଇସ୍ ଇଟ୍।)  

11.ବାଳା-ରୀତା (ସିନେମା /ଚଳଚିତ୍ର ) ଦେଖୁଛି କି? (Bala-rita (sinema/chalachitra) dekhuchhi ki?) 

Bala - Is Rita watching a movie? (ବାଲା-ଇସ୍ ରିତା ୱାଚିଙ୍ଗ୍ ଏ ମୋଭି।) 

12.ମଧୁ - ନାହିଁ, ସେ ଭିଡିଓ ଗେମ୍ ଖେଳୁଛି। (Madhu-nahi,se video game kheluchhi.) 

Madhu -No, she is playing a video game. (ମଧୁ - ନୋ, ସି ଇସ୍ ପ୍ଳାଇଙ୍ଗ ଏ ଭିଡେଓ ଗେମ୍।) 

13.ବାଳା - ବର୍ତ୍ତମାନ ତୁମେ ବଜାରକୁ ଯାଉନାହଁ କି? (Bala-bartaman tume bajara ku jaunahi ki?) 

Bala - Are you not going to market now?( ବାଲା-ଆର୍ ୟୁ ନଟ୍ ଗୋଇଙ୍ଗ୍ ଟୁ ମାର୍କେଟ୍ ନାଓ?) 

14.ମଧୁ - ନାହିଁ। (Madhu-nahi.)

Madhu - No, I am not. (ମଧୁ-ନୋ, ଆଇ ଆମ୍ ନଟ୍।) 

15.ବାଳା - ତୁମର ବାପା ସରକାରୀ ଚାକିରି କରନ୍ତି କି? (bala -Tumara bapa sarakari chakiri karanti ki?) 

Bala - Is your father in government service? (ବାଲା-ଇସ୍ ୟୋର୍ ଫାଦର୍ ଇନ୍ ଗଭର୍ଣ୍ଣମେଣ୍ଟ୍ ସେର୍ଭିସ୍ ।)

16.ମଧୁ - ନା, ମୋର ବାପା ବ୍ୟବସାୟୀ ଅଟନ୍ତି। (Madhu -na, mora bapa byabasai atanti.) 

Madhu - No, he is a businessman.(ମଧୁ-ନୋ, ହି ଇସ୍ ଏ ବୁସିନେସ୍ ମାନ୍।) 

17.ବାଳା- ତୁମର ଭାଇ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି?( Bala-tumara bhai kaunasi parikhya pain prastuta heuchhanti ki?) 

Bala - Is your brother preparing for some examination? (ବାଲା-ଇସ୍ ୟୋର୍ ବ୍ରୋଦର୍ ପ୍ରେପାରିଙ୍ଗ୍ ଫୋର୍ ସୋମ୍ ଏକ୍ସାମିନାସନ୍?)

18.ମଧୁ - ହଁ, ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। (Madhu-hnn, se civil service parikhya pain prastuta heuchhanti.) 

Madhu - Yes, he is preparing for civil service examination. (ମଧୁ-ୟେସ୍, ହି ଇସ୍ ପ୍ରେପାରିଙ୍ଗ୍ ଫୋର୍ ସିଭିଲ୍ ସେର୍ଭିସ୍ ଏକ୍ସାମିନାସନ୍।) 


           Has/Have(ହାସ୍ / ହାଭ୍) 

19.ମୋହନ - ତୁମେ ରାଧା ନିକଟକୁ କୌଣସି ଚିଠି ଲେଖିଛ କି? (Mohana -tume Radha nikataku kaunasi chithi lekhichha ki?) 

Mohan - Have you written any letter to Radha ?(ମୋହନ୍ - ହାଭ୍ ୟୁ ରିଇଟେନ୍ ଏନି ଲେଟର୍ ଟୁ ରାଧା?)

20.ଭାନୁ - ହଁ।(Bhanu -hnn.) 

 Bhanu -Yes, I have. (ଭାନୁ - ୟେସ୍, ଆଇ ହାଭ୍।) 

21.ମୋହନ - ସେ ତୁମ ଚିଠିର ଉତ୍ତର ଦେଇଛି କି? (Mohana -se tuma chithi ra uttara deichhi ki?) 

Mohan - Has she replied to your letter? (ମୋହନ୍ - ହାସ୍ ସି ରିପ୍ଲାଇଡ୍ ଟୁ ୟୋର୍ ଲେଟର୍?) 

22.ଭାନୁ - ନାହିଁ। (Bhanu-nahi.) 

Bhanu - No, she hasn't.(ଭାନୁ - ନୋ, ସି ହାସଣ୍ଟ୍।)  

23.ମୋହନ - ତୁମେ ଭାତଖାଇ ସାରିଛ କି?(Mohana-tume bhatakhai sarichha ki?)   

Mohan - Have you taken your meals? (ମୋହନ୍ - ହାଭ୍ ୟୁ ଟାକେନ୍ ୟୋର୍ ମିଲ୍ସ୍?)

24.ଭାନୁ - ନା, ମୁଁ ସକାଳେ କିଛି ଅଧିକ ଜଳଖିଆ କରିଥିଲି। (Bhanu-na, mu sakale kichhi adhika jalakhiaa karithili.)

Bhanu - No, I had a heavy breakfast in the morning. (ଭାନୁ - ନୋ, ହାଡ୍ ଏ ହେଏଭି ବ୍ରେକ୍ ଫାଷ୍ଟ୍ ଇନ୍ ଦି ମୋର୍ନିଙ୍ଗ୍।) 

25.ମୋହନ - ତୁମେ ତାଙ୍କ ଘରକୁ ଯାଇଥିଲ କି? (Mohana-tume taanka gharaku jaithila ki?) 

Mohan- Did you go to his place? (ମୋହନ୍ - ଡିଡ୍ ୟୁ ଗୋ ଟୁ ହିସ୍ ପ୍ଳେସ୍?) 

26.ଭାନୁ - ନାହିଁ, ମୋତେ ଏବେ ଯିବାକୁ ପଡ଼ିବ। (Bhanu -nahi, mote abe jibaku padiba.) 

Bhanu - No, I have yet to go. (ଭାନୁ -ନୋ, ଆଇ ହାଭ୍ ୟେଟ୍ ଟୁ ଗୋ।) 


    Has been /Have been( ହାସ୍ ବୀନ୍ /ହାଭ୍ ବୀନ୍) 

27.ଶ୍ୟାମ -ତୁମେ ସକାଳରୁ କଣ କରୁଅଛ?(Sayma-tume sakalaru kana karuachha? )

Shyam-What have you been doing since morning? (ଶ୍ୟାମ୍-ହ୍ୱାଟ୍ ହାଭ୍ ୟୁ ବୀନ୍ ଡୋଇଙ୍ଗ୍ ସିନ୍ସ୍ ମୋର୍ନିଙ୍ଗ୍?) 

28.ଗୋପାଳ - ଏହି ବହି ପଢ଼ୁଅଛି।Gopala-ahi bahi padhuachhi.) 

Gopal - I have been reading this book. (ଗୋପାଲ୍ -ଆଇ ହାଭ୍ ବୀନ୍ ରିଇଡିଙ୍ଗ୍ ଦିସ୍ ବୂକ୍।) 

29.ଶ୍ୟାମ - ଗତକାଲି ଠାରୁ ଏଠାରେ ମଧ୍ୟ ବର୍ଷା ହେଉଛି କି? (Sayama-gatakali tharu athare madhya barsha heuchhi ki?) 

Shyam - Has it been raining here also since yesterday?( ଶ୍ୟାମ୍ - ହାସ୍ ଇଟ୍ ବୀନ୍ ରାଏନିଙ୍ଗ୍ ହେଏର୍ ଆଲସୋ ସିନ୍ସ୍ ୟେଷ୍ଟର୍ ଡାୟେ?)

30.ଗୋପାଳ - ହଁ, ହେଉଅଛି, କିନ୍ତୁ ଲଗାତର୍ ନୁହେଁ। (Gopala -hnn, heuachhi ,kintu lagatar nuhe.) 

Gopal - Yes, it has been but not continuously. (ଗୋପାଲ୍-ୟେସ୍,ଇଟ୍ ହାସ୍ ବୀନ୍ ବୁଅଟ୍ ନୂଅଟ୍ କଣ୍ଟିନିୟୁସ୍ୱଲୀ ।)

31.ଶ୍ୟାମ - ବହୁତ ସମୟରୁ ପାଣି ଗରମ ହେଉଛି କି? (Sayama -bahut samaya ru pani garama heuchhi ki?) 

Shyam - Has the water been boiling for long?(ଶ୍ୟାମ୍-ହେସ୍ ଦୀ ୱାଟର୍ ବୀନ୍ ବୋଇଲିଙ୍ଗ୍ ଫୋର୍ ଲୋଙ୍ଗ୍ ?)

32.ଗୋପାଳ - ନାହିଁ, ବର୍ତ୍ତମାନ କିଛି ସମୟରୁ ଗରମ ହେଉଅଛି। (Gopala-nahi, bartaman kichhi samaya ru garama heuachhi.)

Gopal - No, it has been boiling only for a little time. (ଗୋପାଲ୍ -ନୋ, ଇଟ୍ ହାସ୍ ବୀନ୍ ବୋଇଲିଙ୍ଗ୍ ଓନଲି ଫୋର୍ ଏ ଲିଟ୍ଟିଲ୍ ଟାଇମ୍।) 

33.ଆମେ ଏହି ଘରେ ଦଶ ବର୍ଷ ହେଲା ରହିଆସୁଛୁ। (Aame ahi ghare dasa barsa hela rahi aasuchhu.) 

We have been living in this house for ten years.( ଉଇ ହାଭ୍ ବୀନ୍ ଲିଭିଙ୍ଗ୍ ଇନ୍ ଦିସ୍ ହାଉସ୍ ଫର୍ ଟେନ୍ ୟେଅର୍ସ୍ ।)

34.ସେ ଗତ ଜାନୁୟାରୀରୁ ଗୋଟିଏ ନୂଆଁ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। (Se gata January ru gotiae nua prakalpa re karya karuchhanti.) 

He has been working on a new project since January. (ହି ହାସ୍ ବୀନ୍ ୱାର୍କିଙ୍ଗ୍ ଓନ୍ ଏ ନୀଉ ପ୍ରୋଜେକ୍ଟ ସିନ୍ସ୍ ଜାନୁଆରୀ।) 

Learn odia

  Future tense

Past tense





No comments:

Learn odia Present Tense (ବର୍ତ୍ତମାନ କାଳ)

  Learn odia  ବର୍ତ୍ତମାନ କାଳ (Present tense)                     Does / Do (ଡୁଜ୍ /ଡୁ)  1. ମନୀଷ - ତୁମେ ଇଂରାଜୀ ପଢ଼ କି? (Manisa-tume engaraji pa...